Jump to content

ଛୈଛାଡ଼୍

ଉଇକିଅଭିଧାନ‌ରୁ

ଛୈଛାଡ଼୍

ଉଚ୍ଚାରଣ

[ସମ୍ପାଦନା]

ଛୈଛାଟ୍, ଛୈଛାଟିଆ, ଛୈଛାଡ଼ିଆ, ଛୈଛାଳ, ଛୈଛାଳିଆଅନ୍ୟରୂପ

  • (file)
  • (file)

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଯେଉଁ ବ୍ୟକ୍ତି ବା ବୃକ୍ଷାଦି ହୃଷ୍ଟପୁଷ୍ଟ, ସୁନ୍ଦର, ସତେଜ ଓ ଡ଼େଙ୍ଗା ହୋଇ ବଢେ — ୧. Vigorously grown up; robust; vigorous.
୨. ବଳିଷ୍ଠ ଓ ହୃଷ୍ଟପୁଷ୍ଟ — ୨. Muscular and strong.