Jump to content

ଛୋକରା

ଉଇକିଅଭିଧାନ‌ରୁ

ଛୋକରା

ଉଚ୍ଚାରଣ

[ସମ୍ପାଦନା]
(ଛୋକରୀ—ସ୍ତ୍ରୀ)
  • (file)
  • (file)

ଦେଶଜ - ବିଶେଷ୍ୟ - ପୁଲିଙ୍ଗ - (ହିନ୍ଦୀ ଓ ବଙ୍ଗାଳୀ -ରୁ ଅନୁକୃତ) (ସଂସ୍କୃତ - ତୋକ= ଶିଶୁ)

[ସମ୍ପାଦନା]
୧. ବାଳକ; ଟୋକା — ୧. Boy; lad.
୨. ଅପରିଣତବୟସ୍କ ଯୁବା —୨. A youth.
୩. ଚାକର ଟୋକା —୩. Servant boy.