ଛୋଟ

ଉଇକିଅଭିଧାନ‌ରୁ

ଛୋଟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ବଡ଼—ବିପରୀତ)

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - କ୍ଷୁଦ୍ର)[ସମ୍ପାଦନା]

୧. ବାଙ୍ଗର; ଆକାରରେ କ୍ଷୁଦ୍ର; ସାନ; ଟିକି —୧. Small; dwarfish.
୨. କନିଷ୍ଠ (ଯଥା ଛୋଟ ଭାଇ) — ୨. Younger.
୩. ବୟସରେ ସାନ; ଅଳ୍ପବୟସ୍କ —୩. Young.
୪. ଅପେକ୍ଷାକୃତ ଅଳ୍ପବୟସ୍କ — ୪. younger; junior.
୫. ଅଧମ; ହୀନପ୍ରକୃତି; ନୀଚ —୫. Low; mean.
୬. ନୀଚଜାତୀୟ —୬. Of low caste.