Jump to content

ଛୋଟାଇବା

ଉଇକିଅଭିଧାନ‌ରୁ

ଛୋଟାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ଅର୍କମକ)

[ସମ୍ପାଦନା]
୧. ଲେଙ୍ଗଡ଼ା ହୋଇ ଚାଲିବା — ୧. To limp (with a defetctive leg).
୨. (ସକର୍ମକ) କ୍ଷୁଦ୍ର କରିଦେବା; ଛୋଟ କରି ଦେବା —୨. To shorten; to lessen.
୩. (ସକର୍ମକ) କୌଣସି ବ୍ୟକ୍ତିକୁ ଲେଙ୍ଗଡ଼ା କରିବା — ୩. To maim an animal.