Jump to content

ଛୋଟିଆ

ଉଇକିଅଭିଧାନ‌ରୁ

ଛୋଟିଆ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଛୋଟ; ସାନ; କ୍ଷୁଦ୍ର — ୧. Small; petty.

ପହରଣ ସମସ୍ତଙ୍କର ଏକ, ଛୋଟିଆ ମଇଳା ଚିରକୁଟ—ଚିରା ଖଣ୍ଡେ ଖଣ୍ଡେ ଲୁଗା—ଫକୀରମୋହନ. ଗଳ୍ପସ୍ୱଳ୍ପ

୨. ଅଳ୍ପକାଳସ୍ଥାୟୀ — ୨. Brief or short (in duration).