Jump to content

ଛୋଟ ଠାକୁର

ଉଇକିଅଭିଧାନ‌ରୁ

ଛୋଟ ଠାକୁର

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ପୁରୀରେ ବିରାଜିତ ଶ୍ରୀଜଗନ୍ନାଥ ମହାପ୍ରଭୁ — ୧. The Deity Jagannath at Puri.


୨. ଶ୍ରୀକୃଷ୍ଣ ଅବତାରରେ ଶ୍ରୀକୃଷ୍ଣ — ୨. A name of Ṡrīkṛushṇa.

[ଦ୍ରଷ୍ଟବ୍ୟ —ବଳଭଦ୍ର ଓ ଜଗନ୍ନାଥଙ୍କ ବୟସ ତୁଳନାରେ ବଳଭଦ୍ର ଜ୍ୟେଷ୍ଠ ଥିବାରୁ ତାଙ୍କୁ ପୁରୀରେ ସାଧାରଣ ଲୋକେ 'ବଡ଼ ଠାକୁର' ଓ ଜଗନ୍ନାଥଙ୍କୁ ଛୋଟ ଠାକୁର ବା ସାନ ଠାକୁର ବୋଲି ଡ଼ାକନ୍ତି]