Jump to content

ଛୋଟ ବଡ଼

ଉଇକିଅଭିଧାନ‌ରୁ

ଛୋଟ ବଡ଼

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ବିପରୀତାର୍ଥ ଶବ୍ଦଦ୍ୱୟ)

[ସମ୍ପାଦନା]
୧. ସାନ ଓ ବଡ଼ — ୧. Big and small.
୨. ଉଚ୍ଚ ଓ ନୀଚ —୨. High and low.
୩. କିବା ବଡ଼ କିବା ସାନ — ୩. Whether big or small.

ଦେଶଜ - ବିଶେଷ୍ୟ - (ବହୁବଚନ)

[ସମ୍ପାଦନା]

ସମସ୍ତେ; ସବୁ ବ୍ୟକ୍ତି —Every one big or small; every one high or low; all (persons).

(ଯଥା—ଛୋଟ ବଡ଼ଙ୍କ ମୁହଁରୁ ମୁଁ ଏହା ଶୁଣିଲି)