Jump to content

ଛୋଡ଼ା

ଉଇକିଅଭିଧାନ‌ରୁ

ଛୋଡ଼ା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଅଶ୍ଳୀଳ) (ତୁଳ=ସଂସ୍କୃତ - ଚୂଡ଼ା)

[ସମ୍ପାଦନା]
୧. ହାତୀ ଘୋଡ଼ା ଭଳି ଅଣ୍ଡିରା ଜୀବର ଜନନେନ୍ଦ୍ରିୟ; ହସ୍ତୀ ଓ ଅଶ୍ୱାଦି ପୁଂଜୀବର ଜନନେନ୍ଦ୍ରିୟ — ୧. Male organ specially big ones.
୨. ଯେଉଁ ଲିଙ୍ଗର ଗୁଆ ଉପରେ ଚମଡ଼ା ନ ଧାଏ — ୨. A penis having no foreskin.

ଦେଶଜ - ବିଶେଷଣ -

[ସମ୍ପାଦନା]

ଯେଉଁ ଲିଙ୍ଗର ଉପରେ ଚମଡ଼ାକୁ ଭିତର ଆଡ଼କୁ ଟାଣି ନିଆଯାଇ ଗୁଆକୁ ବାହାର କରାଯାଇଥାଏ — (a penis) Having the foreskin drawn in

(ଛୋଡ଼ୀ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ନିର୍ଲ୍ଲଜ; ଭାଣ୍ଡ; ଯେ ସବୁବେଳେ ଦାନ୍ତ ଦେଖାଇ ହସୁଥାଏ; ଲେଭେଡ଼ା — Shameless; addicted to laughing loudly by grinning and loud laughter.