Jump to content

ଛୋଡ଼୍ କଶି

ଉଇକିଅଭିଧାନ‌ରୁ

ଛୋଡ଼୍ କଶି

ଉଚ୍ଚାରଣ

[ସମ୍ପାଦନା]

(ଛୋଡ଼୍କଶିଆ—ଅନ୍ୟରୂପ)

ଦେଶଜ - ବିଶେଷଣ -

[ସମ୍ପାଦନା]

ସୁନ୍ନତ କରାଯିଥିବା (ବ୍ୟକ୍ତି); ଯେଉଁ ବ୍ୟକ୍ତିର (ଜନ୍ନତଃ କିମ୍ୱା ଅସ୍ତ୍ରପ୍ରୟୋଦ୍ୱାରା ଲିଙ୍ଗର ଅଗ୍ରକୁ ଚର୍ମ ଆଚ୍ଛାଦନ କରି ନ ଥାଏ — (a person) Having no foreskin on the male organ (either since one's brith or by undergoing the ceremony of removal by operation).

[ଦ୍ରଷ୍ଟବ୍ୟ —ହିନ୍ଦୁ ବ୍ରାହ୍ମଣମାନଙ୍କର ବେଦବିହତ ସଂସ୍କାର (ଯଥା— କାନଫୋଡ଼ା, ବିଦ୍ୟାରମ୍ଭ, ଚୂଡ଼ାକର୍ମ, ବ୍ରତ, ବିବାହ) ପରି ସୁନ୍ନତ୍ ମୁଷଲମାନମାନଙ୍କର ଗୋଟିଏ ପ୍ରଧାନ ସଂସ୍କାର ଓ ଏହା ବାଲ୍ୟକାଳରେ କରାଯାଇଥାଏ ମୁଷଲମାନଙ୍କ ମଧ୍ୟରେ ଜଣେ ଜଣେ ଏପରି ସୁଦକ୍ଷ ସୁନ୍ନତ୍—କାରୀ ଅଛନ୍ତି ଯେ ସେମାନେ ଆଧୁନିକ ବୈଜ୍ଞାନିକ ପ୍ରକ୍ରିୟା ନ ଜାଣି ଓ ବାଳକର ସଂଜ୍ଞାଲୋପ ନ କରି ସୁଦ୍ଧା ନିମେଷକମଧ୍ୟରେ ବାଳକ ବା ଯୁବକର ଲିଙ୍ଗର ଅଚ୍ରାଚ୍ଛାଦକ ଚର୍ମକୁ ଖୁରଦ୍ୱାରା ଗୋଲ କରି କାଟି ଦିଅନ୍ତି ଓ ଏକ ସପ୍ତାହ ମଧ୍ୟରେ ସେ କ୍ଷତଟି ବିବାକ୍ ଶୁଖିଯାଏ ଏହା ମୁଷଲମାନ୍ମାନଙ୍କ ଶାସ୍ତ୍ରବିହିତ କର୍ମ ଏ ପ୍ରଥା ଥିବାରୁ ସେମାନଙ୍କ ମଧ୍ୟରେ ଚୂଚୂନ୍ଦ୍ରି ରୋଗ ଆଦୌ ଦେଖାଯାଏ ନାହିଁ]