ଛୋପରା
ଦେଖଣା
ଛୋପରା
ଉଚ୍ଚାରଣ
[ସମ୍ପାଦନା]ଛୋପରୀ, ଛୋପରେଈସ୍ତ୍ରୀ
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବୋଲି;କୌତୁକ — ୧. tricka;practial joke.
- ୨. ବାହାନା କରିବା;ଛଳ — ୨. Trickery;feigning;pretence.
- ୩. ଥଟ୍ଟା;ପରିହାସ — ୩. Jeasting;jokes;byffonry.
ଦେଶଜ - ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]- ୧. ଯେ ବେଲି କାଢେ — ୧. Given to cutting jokes or making jests.
- ୨. ଯେ ବାହାନା କରେ —୨. Pretending;feigning sickness on inability.