ଛୋଲଙ୍ଗ
ଟଭା;ମାତୁଳଙ୍ଗ;ବାତାପି ଲେମ୍ୱୁ; ଚୋପାବହଳିଆ ବଡଲେମ୍ୱୁ —A kind of lemon with athough and thick rind.
[ଦ୍ରଷ୍ଟବ୍ୟ —ଏହାର ଚୋପା ତଳେ ବଡ଼ବଡ଼ ଦାନା ଦାନା ନାଲିଆ ଖୋସା ଥାଏ,ପାଚିଲେ ସୁସ୍ୱାଦୁ ହୁଏ]