ଉଇକିଅଭିଧାନ‌ରୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ବର୍ଗ୍ୟ ଜ; ବ୍ୟଞ୍ଜନ ବର୍ଣ୍ଣ ମାଳାର ଅଷ୍ଟମ ଓ ଚ ବର୍ଗର ତୃତୀୟ ବର୍ଣ୍ଣ ଏହା ସ୍ୱଳ୍ପପ୍ରାଣ ଓ ଘୋଷ ବର୍ଣ୍ଣ ଏହାର ଉଚ୍ଚାରଣସ୍ଥାନ ତାକୁ ଏଥିପାଇଁ ଏହା ତାଲବ୍ୟବର୍ଣ୍ଣଗ୍ରାମ୍ୟ ଓ କଥିତ ଭାଷାରେ ଅନ୍ତସ୍ଥ ଯ ଓ ବର୍ଗ୍ୟ ଜ ମଧ୍ୟରେ ପ୍ରଭେଦ ରକ୍ଷା କରାଯାଏ ନାହିଁ —The eight consonant of the sanscrit and the oria alphabet corresponding to the sound of soft 'G' in 'Germ'.

  • (file)

ସଂସ୍କୃତ - ବିଶେଷ୍ୟ - (ବି ଧାତୁ=ଜୟକରିବା+କର୍ତ୍ତୃ.ଅ)[ସମ୍ପାଦନା]

୧. ମୃତ୍ୟୁଞ୍ଜୟ; ଶିବ —୧. God Siba.


୨. ବିଷ୍ଣୁ —୨. Bishṇu.
୩. ପିତା ଓ ମାତା —୩. Parents.
୪. ଉତ୍ପତ୍ତି —୪. Birth; origin
୫. ତେଜଃ —୫. Energy.
୬. ବିଷ —୬. Poison
୭. ଭୋଗ —୭. Fnjoyment
୮. ବେଗ —୮. Ferce;velocity
୯. ଭୋଜନ —୯. Eating;meal
୧. ପିଶାଚ —୧୦. A mailignant spirit.
୧୧. ଛନ୍ଦଶାସ୍ତ୍ରୋକ୍ତ୩ ଅକ୍ଷରବିଶିଷ୍ଟ ଗଣବିଶେଷ — ୧୧. An unit of ୩ letters in prosody.

[ଦ୍ରଷ୍ଟବ୍ୟ —ଏଥିର ଆଦି ଓ ଅନ୍ତର ବର୍ଣ୍ଣ ଲଘୁ ଓ ମଧ୍ୟବର୍ଣ୍ଣ ଗୁରୁ; ଯଥା—ରମେଶ, ମହେଶ, ସୁରେଶ]

ସଂସ୍କୃତ - ପ୍ରତ୍ୟୟ (ଜନଧାତୁ=ଜନ୍ନିବା +କର୍ତ୍ତୃ. ଅ; ଏହା ଅନ୍ୟ ବିଶେଷ୍ୟ ଶବ୍ଦର ଯୁକ୍ତ ହୁଏ ଯଥା[ସମ୍ପାଦନା]

କର୍ମଜ, ଜଳକ; ଅଣ୍ଡଜ)—ଅମ୍ନକରୁ, ଜାତ —(Used in composition)Born from;produced in.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂ ଯବ;ପ୍ରା. ଜଅ)[ସମ୍ପାଦନା]

୧. ଯବଧାନ୍ୟ — ୧. Barely.
୨. ଏକ ଇଞ୍ଚର ତଚତୁର୍ଥାଂଶ —୨. A lineal measure; quarter of an inch.
୩. (ସାଙ୍କେତିକ) ଜମିଦାର ବା ଜନୋବ — ୩. An abbreviation for Jamidar or Janob.

ଗ୍ରାମ୍ୟ - କ୍ରିୟାପଦ - (ଯିବା କ୍ରିୟାର ଅନୁଜ୍ଞା—ଯାଅ)[ସମ୍ପାଦନା]

(ତୁମ୍ଭ) ଯାଅ — (You) Go.