ଜଏଣ୍ଟ୍ ମାଜିଷ୍ଟ୍ରେଟ୍
ଦେଖଣା
ଜଏଣ୍ଟ୍ ମାଜିଷ୍ଟ୍ରେଟ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଜଏଣ୍ଟ୍ ମାଜିଷ୍ଟ୍ରେଟ୍
|
ବୈଦେଶିକ - ବିଶେଷ୍ୟ - (ଇଂଜଇଣ୍ଟ ମାଜିଷ୍ଟ୍ରେଟ୍)
[ସମ୍ପାଦନା]ଇଂରାଜ ଶାସିତ ଜିଲା ମାଜିଷ୍ଟ୍ରେଟ ସହକାରୀ ମାଜିଷ୍ଟ୍ରେଟ — Joint Magistrate.
[ଦ୍ରଷ୍ଟବ୍ୟ -ଇଂରାଜି ଜଇଣ୍ଟ (ସହଚାରୀ) ଶବ୍ଦ ପୂର୍ବରେ ଲାଗିଥିବା ଅନେକ ଶବ୍ଦ ଓଡ଼ିଆରେ ସମୟେ ସମୟେ ବ୍ୟବହୃତ ହେବାର ଦେଖାଯାଏ. ଯଥା—ଜଏଣ୍ଟ୍ ଇନସ୍ପେକ୍ଟର, ଜଏଣ୍ଟ୍. ଫାମିଲି, ଜଏଣ୍ଟ ଷ୍ଟକ୍ କମ୍ପାନୀ]