ଜକା

ଉଇକିଅଭିଧାନ‌ରୁ

ଜକା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

ଜାକିବା; କୌଣସି ପଦାର୍ଥକୁ ଅନ୍ୟ ବସ୍ତୁ ମଧ୍ୟରେ ଘୋଡ଼ାଇ କରି ରଖିବା —Putting of a thing concealed inside another thing.

(ଯଥା—ବହୁ ସମୟ ଯାଏ କଳରେ ପାନ ଜକା ହେଲେ ଦାନ୍ତ ପକ୍ଷରେ ଅନିଷ୍ଟକର)

ବିଶେଷଣ -[ସମ୍ପାଦନା]

୧. ଯେ କୌଣସି ପଦାର୍ଥକୁ ଜାକି କରି ରଖେ — ୧. (a person) Who put a thing concealed within another thing.
୨. (ସଂସ୍କୃତ - ଯକ୍ଷ) କୃପଣ — ୨. Miserly; close-fisted.
୩. ଯେ ଧନ ଆଦି ସଞ୍ଚୟ କରି ରଖେ —୩. Hoarding.
୪. ଅନ୍ୟ ବସ୍ତୁ ମଧ୍ୟରେ ଲୁକ୍କାୟିତ —୪. Concealed.

(ଯଥା—କୋଡ଼ଜକା ପିଲାଟାକୁ କାହିଁକି ଧରି ଆଣିଲୁ ଭଳା?)

୫. ଗୋପନରେ ସଞ୍ଚିତ (ଧନ) — ୫. Secretly hoarded (wealth).