ଜକ ମାରିବା
ଦେଖଣା
ଜକ ମାରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ବାହାରେ ବୁଲୁଥିବା 'ଜଖ' ଉପରେ ହଳଦୀ ପାଣି ଆଦି ଅଜାଡି ଦେଇ ତାକୁ ପୁଣି ସୁନାରେ ପରିଣତ କରିବା — ୧. To turn a living of moving rib of gold actual gold by pouring turmeric water over it.
- ୨. (ଲକ୍ଷଣାର୍ଥ) ଗୁପ୍ତ ବା ପୋତା ଧନ ପାଇଯିବା — ୨. (figurative) To get a buried hoard of wealth.
ବଡ଼େଇ ଖାଈର ଗରବ ଦେଖ ବାଡ଼ି ପନ୍ଦାଡ଼ିରେ ମାରିଛି ଜଖ—ଢଗ