ଜଖ ମାରିବା
ଦେଖଣା
ଜଖ ମାରିବା
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଚଳନଶୀଳ ଜୀବରୂପେ ଚାଲବୁଲ କରୁଥିବା 'ଜଖ'କୁ ସୁନାରେ ପରିଣତ କରିବା
[ଦ୍ରଷ୍ଟବ୍ୟ —ସାଧାରଣ ଲୋକଙ୍କର ବିଶ୍ୱାସ ଅଛି, ଯେ, ବହୁକାଳର ପୋତାସୁନା 'ଜଖ' ବା ଚଳନଶୀଳ ଚକଚକିଆ ଜୀବ ପାଲଟି ଯାଇ ପୋତା ହୋଇଥିବା ସ୍ଥାନ ନିକଟରେ ନିର୍ଜନ ରାତିରେ ବୁଲେ ଓ କେହି ଲୋକ ତାକୁ ଉଣ୍ଡି କରି ଉପରେ ହଳଦୀପାଣି ଛାଟିଦେଲେ ସେ ଚଳନଶୀଳ 'ଜଖ ନୀର୍ଜୀବ' ସୁନା ପାଲଟି ଯାଏ]
ଉଚ୍ଚାରଣ
[ସମ୍ପାଦନା]$1