Jump to content

ଜଗଜିଣା

ଉଇକିଅଭିଧାନ‌ରୁ

ଜଗଜିଣା

ଉଚ୍ଚାରଣ

[ସମ୍ପାଦନା]

ଗ୍ରାମ୍ୟ - (ପ୍ରାଚୀନ) ବିଶେଷଣ - (ସଂସ୍କୃତ - ଜଗଜ୍ଜେତା)

[ସମ୍ପାଦନା]

ଯେ ଜଗତକୁ ଜୟ କରି ପାରେ —One who can vanquish the whole world; victorious over the world.

ବିଶେଷ୍ୟ -

[ସମ୍ପାଦନା]

ଜଗତକୁ ଜୟ କରିବା —Vanquishing the whole world; victory over the whole world.