Jump to content

ଜଗତ୍ସାକ୍ଷୀ

ଉଇକିଅଭିଧାନ‌ରୁ

ଜଗତ୍ସାକ୍ଷୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଜଗତ୍+ସାକ୍ଷୀ; ୬ଷ୍ଠୀ ତତ୍; ଜଗତରେ ଯାହା ହେଉଛି ତାହା ଯେ ଦେଖୁଛନ୍ତି)

[ସମ୍ପାଦନା]

ସର୍ବଦ୍ରଷ୍ଟା — Omniscient.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ସୂର୍ଯ୍ୟ — The sun.
୨. ପରମେଶ୍ୱର —୨. God (Apte).