ଜଗଦ୍ଗୁରୁ

ଉଇକିଅଭିଧାନ‌ରୁ

ଜଗଦ୍ଗୁରୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ଜଗତ୍+ଗୁରୁ; ୬ଷ୍ଠୀ ତତ୍)[ସମ୍ପାଦନା]

୧. ପରମେଶ୍ୱର —୧. God.
୨. ମହାଦେବ; ଶିବ —୨. Ṡiba.
୩. ପରମାତ୍ମା —୩. The universal soul.
୪. ନାରଦ ଋଷି —୪. Sage Nārada.
୫. ସମସ୍ତଙ୍କଦ୍ୱାରା ପୁଜିତ ଓ ପ୍ରତିଷ୍ଠିତ ବ୍ୟକ୍ତି — ୫. A person who is universally respected and adored.
୬. ଶଙ୍କରାଚାର୍ଯ୍ୟଙ୍କର ପ୍ରତିଷ୍ଠିତ ଭାରତର ୪ଗୋଟି କେନ୍ଦ୍ରରେ ଥିବା ଚାରିଗୋଟି ମଠର ମହନ୍ତମାନଙ୍କର ଉପାଧି — ୬. The title of the mohantas of the four maṭhas in ୪ places of India started by Ṡaṅkarāchārj̄ya.