ଜଗଦ୍ଧାତ୍ରୀ

ଉଇକିଅଭିଧାନ‌ରୁ

ଜଗଦ୍ଧାତ୍ରୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଜଗତ୍+ଧାତ୍ରୀ, ଉପପଦ ସମାସ)[ସମ୍ପାଦନା]

୧ : ଦୁର୍ଗା; ଗୌରୀ; ଦୁର୍ଗାଙ୍କର ଅବତାରବିଶେଷ — ୧. Goddess Durgā.

୨ : ସରସ୍ୱତୀ (ହିନ୍ଦୀ - ଶବ୍ଦସାଗର) — ୨. The Goddess of Learning.