ଜଗନ୍ନାଥବଲ୍ଲଭ

ଉଇକିଅଭିଧାନ‌ରୁ

ଜଗନ୍ନାଥବଲ୍ଲଭ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ପୁରୀର ଜଗନ୍ନାଥ ମହାପ୍ରଭୁଙ୍କ ନିକଟରେ ଭୋଗ ଲାଗୁଥିଲା ଏକପ୍ରକାର ମିଷ୍ଟାନ୍ନ — ୧. A kind of sweetmeat offered to Lord Jagannātha at Purī.
୨. (ନାମ) ପୁରୀର ଗୋଟିଏ ପ୍ରସିଦ୍ଧ ମଠ — ୨. A religious institution (Maṭha) at Purī.

[ଦ୍ରଷ୍ଟବ୍ୟ —ଏ ମଠ ସଂଲଗ୍ନ ବଗିଚାକୁ ଚନ୍ଦନ ଯାତ୍ରା ସମୟରେ ଜଗନ୍ନାଥଙ୍କ ବିଜେ ପ୍ରତିମା ମଦନମୋହନ ବିଜେ କରନ୍ତି ଏହି ମଠର ସମ୍ପତ୍ତି ଓ ଏଥିରେ ପ୍ରତିଷ୍ଠିତ ଦେବତାମାନଙ୍କ ସେବା ଆଦି କଟକରେ ଜଜ ସାହେବଙ୍କ ନିଯୁକ୍ତ ଦେବତ୍ର କମିଟି ବୁଝାସୁଝା କରନ୍ତି ]