Jump to content

ଜଗନ୍ମୋହନଲାଲ

ଉଇକିଅଭିଧାନ‌ରୁ

ଜଗନ୍ମୋହନଲାଲ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

'ଓଡ଼ିଶା ବିଜୟ' ଓ 'ଭ୍ରମଭଞନ' ପ୍ରଭୃତି ଗ୍ରନ୍ଥର ରଚୟିତା— (ତାରିଣୀ—ଉତ୍କଳ ସାହିତ୍ୟ ଇତିହାସ) — The author of the books 'Oṟḍ̠isā bijaya' and 'Bhramabhan̄jana' etc.

[ଦ୍ରଷ୍ଟବ୍ୟ — ଏ ବିହାରୀ ଲାଲ କାୟସ୍ଥ ବଂଶଧର ଏହାଙ୍କ ପୂର୍ବ ପୁରୁଷମାନେ ଓଡ଼ିଶାରେ କଟକ ଜିଲ୍ଲାରେ ଉପନିବେଶ କରି ରହିଥିଲେ ]