ଜଗାଜଗ୍
ଦେଖଣା
ଜଗାଜଗ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଜଗାଜଗ୍
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]କୌଣସି କାର୍ଯ୍ୟ ପ୍ରତି ବିଶେଷ ସାବଧାନତା ବା ସତର୍କତା ବା ହୁସିଆରି —Utmost carefulness or caution; being on the guard; watchfulness.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. କୌଣସି ବିଷୟକୁ ବିଶେଷ ସର୍ତକ ହୋଇ ଜଗି— ଥିବା ବା ଦୃଷ୍ଟି ରଖିଥିବା; ଛକାଛକା —୧. Using great care or caution; very watchful; being on one's guard.
- ୨. ପରସ୍ପର ପରସ୍ପର ପ୍ରତି ସର୍ତକ ରହିଥିବା —୨. Being on one's guard against each other