Jump to content

ଜଗିରଖି

ଉଇକିଅଭିଧାନ‌ରୁ

ଜଗିରଖି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - କ୍ରି. ବିଶେଷଣ - (ଜଗିବା ଓ ରଖିବା କ୍ରିୟାର ଅସାମାପିକା ରୂପଦ୍ୱୟ ସହଚରରୂପେ ବ୍ୟବହୃତ ହୁଏ)

[ସମ୍ପାଦନା]

ଖୁବ ସାବଧାନତା ଓ ସଂଯମ ଅବଲମ୍ୱନ ପୂର୍ବକ — With utmost care or caution.

(ଯଥା— ଜଗି ରଖି ଖରଚ କଲେ ମନୁଷ୍ୟ କଙ୍ଗାଳ ହୁଏ ନାହିଁ )