Jump to content

ଜଗ୍ଧ

ଉଇକିଅଭିଧାନ‌ରୁ

ଜଗ୍ଧ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଅଦ୍ ଧାତୁ ଖାଇବା+କର୍ମ. ତ; ନିପାତନସିଦ୍ଧ)

[ସମ୍ପାଦନା]

ଭିକ୍ଷିତ; ଭୁକ୍ତ —Eaten; devoured.

ସଂସ୍କୃତ - ବିଶେଷ୍ୟ - (+ଭାବ. ତ)

[ସମ୍ପାଦନା]

ଭକ୍ଷଣ —Eating.