ଜଙ୍ଗମବିଷ

ଉଇକିଅଭିଧାନ‌ରୁ

ଜଙ୍ଗମବିଷ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ସ୍ଥାବରବିଷ—ବିପରୀତ)

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

ପ୍ରାଣୀମାନଙ୍କ ଦନ୍ତାଦି ଆଘାତଦ୍ୱାରା ଉତ୍ପନ୍ନ ବିଷ — Poison proceeding from animals.

[ ଦ୍ର—ସୁଶ୍ରୁତରେ ୧୬: ପ୍ରକାର ଜଙ୍ଗମ ବିଷର ଉଲ୍ଲେଖ ଅଛି; ଦୃଷ୍ଟିଜନିତ, ନିଶ୍ୱାଜନିତ, ଦନ୍ତଜନିତ, ନଖଜନିତ, ମୂତ୍ରଜନିତ, ପୁରୀଷଜନିତ; ଶୁକ୍ରଜନିତ, ଲାଳାଜନିତ, ଆର୍ତ୍ତବଚ୍ଚନିତ, ନାହୁଡ଼ଜନିତ, ମୁଖସନ୍ଦେଶଜନିତ, ଅସ୍ଥି, ପିତ୍ତ, ବିଶଦ୍ଧିତ, ଶୂକ ଓ ଶବ ଭିନ୍ନ ଭିନ୍ନ ବିଷଧର ପ୍ରାଣୀମାନଙ୍କର ଭିନ୍ନ ଭିନ୍ନ ଅଙ୍ଗର ସଂଶ୍ରବରେ ଆହତ ଜୀବ ଦେହକୁ ବିଷ ସଂଚାରିତ ହୁଏ—ହି ଶବ୍ଦସାଗର]