Jump to content

ଜଙ୍ଗାଳା

ଉଇକିଅଭିଧାନ‌ରୁ

ଜଙ୍ଗାଳା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପ୍ରାଚୀନ କାଳରେ ଭାରତବାସୀଙ୍କଦ୍ୱାରା ବ୍ୟ୍ୟବହୃତ ଅର୍ଣ୍ଣବପୋତବିଶେଷ —A kind of ship used in ancient India.

[ ଦ୍ର—ଭୋଜରାଜଙ୍କ ପ୍ରଣୀତ 'ଯୁକ୍ତିକଳ୍ପତରୁ' ଗ୍ରନ୍ଥରେ ଏଥିର ଉଲ୍ଲେଖ ଅଛି—ଜଗବନ୍ଧୁ ପ୍ରାଚୀନ ଉତ୍କଳ]