ଜଙ୍ଘାକରିକ

ଉଇକିଅଭିଧାନ‌ରୁ

ଜଙ୍ଘାକରିକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଜଙ୍ଘା+କର=ଶୁଳ୍କ+ଗ୍ରହଣାର୍ଥେ ଇକ)[ସମ୍ପାଦନା]

୧. ଧାବକ; ଯେ ଦ୍ରୁତବେଗର ଗମନ କରେ; ଧାଉଡ଼ିଆ ପାଇକ —୧. Courier; a swift runner.
୨. ମୃଗବିଶେଷ —୨. A stag.