ଜଙ୍ଘି
ଦେଖଣା
ଜଙ୍ଘି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପାଜାମା —୧. Trousers; drawyers.
- ୨. ଜଙ୍ଘ —୨. Thigh;
ଜଙ୍ଘିତ ସେହିଠାରେ ଅଛି କେବଳ ଜଂଘିତ ଭାଙ୍ଗିଚ୍ୟନ୍ତି ବଇରୀକୁଳ ବ୍ରଜନାଥ. ସମରତରଙ୍ଗ
ବିଶେଷଣ -
[ସମ୍ପାଦନା]ଦ୍ରୁତଗାମୀ —Fleet of foot; quick marching.
ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ -
[ସମ୍ପାଦନା]ସୁଦୀର୍ଘ; ବୃହତ୍ —Big; large.