ଜଜାଲ

ଉଇକିଅଭିଧାନ‌ରୁ

ଜଜାଲ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଜଜାଲୀ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଂ. (ସଂସ୍କୃତ - ଯୁଧ ଧାତୁରୁ; ଯୁଦ୍ଧପ୍ରିୟ; ଯୁଦ୍ଧଶୀଳ)[ସମ୍ପାଦନା]

୧. କଳହପ୍ରିୟ —୧. Quarrelsome.
୨. ବଳୁଆ —୨. Strong.
୩. ମହାକାୟ —୩. Gigantic.
୪. ବୃହତ୍ —୪. Big.

[ ଦ୍ର—ଲୋକେ ଦୁଷ୍ଟା ଓ ମହାକାୟା ସ୍ତ୍ରୀମାନଙ୍କୁ ଏହି ବିଶେଷଣ ଦେଇଥାଆନ୍ତି]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ବନ୍ଧୁକବିଶେଷ — ୧. A kind of matchlock gum.

ତୋପ କମାଣ ତ୍ରି ଶକଟ ଗୁଣ ନଜାଲ ଜମ୍ୱୁରା ନଳି ପ୍ରଚଣ୍ଡ ବ୍ରଜନାଥ. ସମରତରଙ୍ଗ

[ ଦ୍ର—ଏହା ତୋଡ଼ାଦାର ଓ ଏଥିର ନଳୀ ଲମ୍ୱା, ଏହା ଭାରୀ ଓ ଏଥିର ଗୁଳି ବହୁ ଦୂରକୁ ଯାଏ]

୨. ଏକ ପ୍ରକାରି ତୋପ — ୨. A kind of cannon.

[ ଦ୍ର—ଏଥିରେ ଗୋଡ଼ ଓ ପଥର ଭରତି କରାଯାଇ ମରା ଯାଉଥିଲା]