ଜଜ୍ପଣ୍ଡିତ
ଦେଖଣା
ଜଜ୍ପଣ୍ଡିତ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଜଜ୍ପଣ୍ଡିତ
|
ଦେଶଜ - ବିଶେଷ୍ୟ - (ଇଂରାଜୀ - ଜଜ୍+ସଂସ୍କୃତ - ପଣ୍ଡିତ)
[ସମ୍ପାଦନା]ଇଂରାଜମାନେ ପ୍ରଥମେ ଭାରତବର୍ଷ ଅଧିକାର କରିବା ସମୟରେ ଇଂରାଜ ବିଚାରପତି ବା ଜଜ୍ମାନଙ୍କୁ ହିନ୍ଦୁଶାସ୍ତ୍ର ସମ୍ୱନ୍ଧୀ ଜଟିଳ ପ୍ରଶ୍ନର ମୀମାଂସା ନିମନ୍ତେ ସାହାଯ୍ୟ ଓ ପରାମର୍ଶ ଦେବା ନିମନ୍ତେ ନିଯୁକ୍ତ ସଂସ୍କୁତ ସ୍ମୃତିଶାସ୍ତ୍ରଜ୍ଞ ପଣ୍ଡିତ —Paṇḍits formerly attached to the courts of Civil Judges to help the Judges with opinions and advice on questions of Hindu Law; Judge Pandit.