ଜଜ୍ମୌଲବୀ

ଉଇକିଅଭିଧାନ‌ରୁ

ଜଜ୍ମୌଲବୀ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଇଂରାଜୀ - ଜଜ୍+ଫାରାସୀ - ମୌଲବୀ)[ସମ୍ପାଦନା]

ଇଂରାଜମାନେ ପ୍ରଥମେ ଭାରତରେ ରାଜ୍ୟସ୍ଥାପନ କରିବା ସମୟରେ ଜଜ୍ମାନଙ୍କୁ ମୁସଲ ମାନ ଶାସ୍ତ୍ର ସମ୍ୱନ୍ଧୀୟ ଜଟିଳ ପ୍ରଶ୍ନର ମୀମାଂସ ନିମନ୍ତେ, ପରାମର୍ଶ ଦେବା କାରଣ ନିଯୁକ୍ତ ମୁସଲମାନଶାସ୍ତ୍ରଜ୍ଞ ମୌଲବୀ — Judge-moulvy; a person versed in Mahomedan law attached formerly to the courts of civil judges to help them with advice on questions of Mahomedan law.