ଜଞ୍ଜିର

ଉଇକିଅଭିଧାନ‌ରୁ

ଜଞ୍ଜିର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଫାରାସୀ - ଜରନ୍ ଜୀରା; ଜଂଜୀର)[ସମ୍ପାଦନା]

୧. ଶିକୁଳି; ଜିଞ୍ଜିର; ଝିଞ୍ଜିର —୧. Chain.
୨. କବାଟରେ ଲାଗିବା ଶିକୁଳି —୨. Door-chain.
୩. ଆଧୁନିକ ଜମି ମାପିବାର ଚେନ୍ — ୩. Surveying chain.
୪. ସ୍ତ୍ରୀମାନଙ୍କ ଜୁଡ଼ାର ଚଉଁରିଭୂଣ୍ଡିରୁ ଓହଳିଥିବା ଶିବୁଳି; ଅଳଙ୍କାରବିଶେଷ — ୪. chain hanging from the hairpin of a woman's coiffure.
୫. (କଚେରିଆ; ଲକ୍ଷଣାର୍ଥ) ପରବର୍ତ୍ତୀ ଦଲିଲ ପ୍ରଭୃତିରେ ପୂର୍ବବର୍ତ୍ତୀ କୌଣସି କାରବାରର ଉଲ୍ଲେଖ — ୫. Mention or reference to a previous transaction in a subsequent document.

[ ଦ୍ର—ଜଣେ ଖାତକ ୧୯: ସାଲରେ ମହାଜନଠାରୁ ତମସୁକଦ୍ୱାରା ଟ ୧ଙ୍କା ନେଇଥିଲା ତାହା ପରିଶୋଧ ନ କରି ପୁଣି ୧୯୩: ସାଲରେ ହାଣ୍ଡ୍ ନଟ୍ଦ୍ୱାରା ଟ ୨୫: /?/ଙ୍କା ନେଲା ଏପରି ସ୍ଥଳରେ ପରବର୍ତ୍ତୀ ହାଣ୍ଡ୍ ନଟ୍ ଲେଖା ହେବାବେଳେ ପୂର୍ବବର୍ତ୍ତୀ ଅପରିଶୋଧିତ ଦେଣାର ଜଞ୍ଜିର ହାଣ୍ଡ୍ ନୋଟରେ ଲେଖା ହେଲା]