ଜଟାୟୁ

ଉଇକିଅଭିଧାନ‌ରୁ

ଜଟାୟୁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଜଟା; କେଶରାଶି ତବ୍ୱତ୍ ଅପରିମିତ ଆୟୁ ଯାହାର; ବହୁବ୍ରୀହି)[ସମ୍ପାଦନା]

୧. ଗରୁଡ଼ବଂଶୀୟ ପ୍ରସିଦ୍ଧ ପୌରାଣିକ ଗୃଧ୍ର ପକ୍ଷୀ (ଏ ଅରୁଣଙ୍କ ପୁତ୍ର ଦଶରଥ ରାଜାଙ୍କ ମିତ୍ର ଥିଲେ ସୀତାଙ୍କୁ ରାବଣ ଚୋରାଇ ନେବା ସମୟରେ ଏ ରାବଣ ସଙ୍ଗେ ଯୁଦ୍ଧ କରି ଓ ପରାସ୍ତ ହୋଇ ସେହିଠାରେ ପଡ଼ି ରହିଥିଲେ ଏବଂ ରାମଚନ୍ଦ୍ରଙ୍କୁ ସୀତା ହରଣ ସଂବାଦ ଦେବାପରେ ପ୍ରାଣତ୍ୟାଗ କଲେ) —Name of a mythological bird who fought with Rābaṇa while he was stealing away Sītā and was mortally wounded. He breathed his last after communicating the news of abduction to Rāmachandra.
୨. ଗୁଗ୍ଗୁଳ (ହିନ୍ଦୀ - ଶବ୍ଦସାଗର) —୨. Bdellium.