ଜଟିଆ
ଦେଖଣା
ଜଟିଆ
ଉଚ୍ଚାରଣ
[ସମ୍ପାଦନା]ଜଟୀ, ଜଟେଈ,—ସ୍ତ୍ରୀ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - ପୁଂ—(ସଂସ୍କୃତ - ଜଟିଳ)
[ସମ୍ପାଦନା]- ୧. ଜଟାଧାରୀ — ୧. Having matted locks; wearing matted hair.
- ୨. ଗୋଳମାଳିଆ; ଜଟିଳ —୨. Knotty.
- ୩. ପୁରୀ ଜିଲ୍ଲାର ଚିଲିକାକୂଳସ୍ଥ ପର୍ବତବିଶେଷ — ୩. A hill near the chilkā lake in Puri district.
ସୁଶ୍ୟାମଳ ଗୁଳ୍ମଜଟିଳ ଜଟିଆ ତୀରୁ ନୀରେ ଯାଇ ହୋଇଅଛି ଠିଆ—ରାଧାନାଥ. ଚିଲିକା
- ୪. ମହାଦେବ —୪. God Ṡiba.