Jump to content

ଜଟୁଳ

ଉଇକିଅଭିଧାନ‌ରୁ

ଜଟୁଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଜଟ୍ ଧାତୁ+କତ୍ତୃ. ଉଳ)

[ସମ୍ପାଦନା]

ଜନ୍ମରୁ ମନୁଷ୍ୟ ଦେହରେ ସ୍ଥାନେ ସ୍ଥାନେ ଦେଖାଯିବା (ପ୍ରାୟ ଲୋମଯୁକ୍ତ) ଧଳା, ନାଲି ବା କଳା ଚିହ୍ନ; କଳାଜାଈମନ୍ଦା —A freckele; mole in the body (generally hairy).