Jump to content

ଜଡ଼ବାଦୀ

ଉଇକିଅଭିଧାନ‌ରୁ

ଜଡ଼ବାଦୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ -(ଜଡ଼+ବଦ୍ ଧାତୁ+ଇନ୍; ୧ମା. ୧ବ.)

[ସମ୍ପାଦନା]

ଯେ ଜଡ଼ବାଦମତ ପୋଷଣ କରେ —One who holds the theory of materialism.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଜଡ଼ବାଦମତ ପୋଷଣ କରୁଥିବା ଲୋକ — A person holding the theory of materialism.