ଜଡ଼ଭରତ

ଉଇକିଅଭିଧାନ‌ରୁ

ଜଡ଼ଭରତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ଜଡ଼ଭରଥ—ଅନ୍ୟ ନାମ)

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଅନଭିଜ୍ଞ ବା ମୂର୍ଖ ଲୋକ — ୧. An idiot.
୨. ଜଡ଼ଭାବାପନ୍ନ ନିର୍ବୋଧ ବ୍ୟକ୍ତି — ୨. A stupid and idle person.
୩. ନିର୍ବାକ୍ ବ୍ୟକ୍ତି — ୩. A dumb person.
୪. ପୁରାଣବର୍ଣ୍ଣିତ ବ୍ରହ୍ମବାଦୀ ନିଷ୍କ୍ରିୟ ଜନୈକ ମହାପୁରୁଷ — ୪. Name of a Brāhmaṇa mentioned in the Purāṇas.

[ଦ୍ରଷ୍ଟବ୍ୟ —ଏ ଅଙ୍ଗିରସଗୋତ୍ରୀ ବ୍ରାହ୍ମଣ ସର୍ବଦା ଜଡ଼ବତ୍ ରହୁଥିଲେ ଭାଗବତରେ ଲେଖାଅଛି ଯେ, ରାଜା ଭରତ ବାନପ୍ରସ୍ଥ ଅବଲମ୍ୱନ କରିବା ସମୟରେ ଗୋଟିଏ ହରିଣ ପୋଷିଥିଲେ ସେ ହରିଣ ପ୍ରତି ତାଙ୍କର ଏପରି ମାୟା ଜନ୍ମିଥିଲା ଯେ, ରାଜାଙ୍କ ଦେହରୁ ପ୍ରାଣବାୟୁ ବାହାରିଲାବେଳେ ସେ ଭଗବଚ୍ଚିନ୍ତା ନ କରି ସେହି

ହରିଣର ଚିନ୍ତାରେ ମଗ୍ନ ଥିଲେ ଅତଏବ ମୃତ୍ୟୁ ପରେ ପରେ ସେ ହରିଣଯୋନିରେ ପୁନର୍ଜନ୍ମ ଲାଭ କଲେ କିନ୍ତୁ ତାଙ୍କ ପୁଣ୍ୟ ପ୍ରଭାବରୁ ତାଙ୍କର ପୂର୍ବଜନ୍ନର ଜ୍ଞାନ ହେଲା ଓ ସେ ସେହି ପୁଣ୍ୟ ହରିଣ ଶରୀର ତ୍ୟାଗ କରି ବ୍ରୀହ୍ମଣକୁଳରେ ଜନ୍ମ ଗ୍ରହଣ କଲେ ପୂର୍ବଜନ୍ମର ଅନୁଭବରୁ ସେ ସଂସାରବାସନାରୁ ମୁକ୍ତ ରହିବା ପାଇଁ ସର୍ବଦା ଜଡ଼ବତ୍ ରହୁଥିଲେ ଏଥିପାଇଁ ଲୋକେ ତାଙ୍କୁ ସର୍ବଦା ଜଡ଼ଭରତ ନାମରେ ଡ଼ାକିଲେ ଡାକିଲେ ହିନ୍ଦୀ - ଶବ୍ଦସାଗର ]