ଜଡ଼ା

ଉଇକିଅଭିଧାନ‌ରୁ

ଜଡ଼ା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. (ସଂସ୍କୃତ - ଏରଣ୍ଡ; ଡମ୍ୱକ)—ଏରଣ୍ଡ; ଗବ — ୧. Castor seed plant; Ricinus Communis.

ଜଡ଼ା ବୃକ୍ଷ ହୋଇଯାଇ ଅଗର ଚନ୍ଦନ ପ୍ରଚୀ—ବ୍ରହ୍ମନିରୂପଣଗୀତା

୨. (ସଂସ୍କୃତ - ଜଡ଼ିତ) ସଂଲଗ୍ନ ହେବା; ଆସକ୍ତ ହେବା; ଜଡ଼ିବା; ସଂଯୋଗ —୨. Attachment; clinging to.

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -[ସମ୍ପାଦନା]

ଜଡ଼ାତେଲ —Castor oil.

ବାଇଢ଼ଙ୍କ ପତ୍ରରେ ଜଡ଼ା ଲଗାଇ ତଦ୍ଦ୍ୱାରା ଆଚ୍ଛାଦନ କଲେ ବ୍ରଣ ଶୁଷ୍କ ହୁଏ ? ଦ୍ରବ୍ୟଗୁଣକଳ୍ପଦ୍ରୁମ

ପ୍ରାଦେଶିକ - (ସିଂହଭୂମ) ବିଶେଷ୍ୟ -[ସମ୍ପାଦନା]

ପପୟା (ଦେଖ) - Papayā (See)

ଦେଶଜ - ବିଶେଷଣ -[ସମ୍ପାଦନା]

୧. (ସଂସ୍କୃତ - ଜଡ଼ିତ) ରତ୍ନାଦିରେ ଜଡ଼ିତ — ୧. Set or inlaid with gems.
୨. (ସଂସ୍କୃତ - ଜଡ଼) ମୂକ —୨. Dumb.