ଜଡ଼ିତ

ଉଇକିଅଭିଧାନ‌ରୁ

ଜଡ଼ିତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂ ଜଟ୍ ଧାତୁଜ.)[ସମ୍ପାଦନା]

୧. ଖଚିତ — ୧. Set; studded; inlaid or overlaid with gems.
୨. ବେଷ୍ଟିତ; —୨. Covered; surrounded.
୩. ଆସକ୍ତ; ସଂଲଗ୍ନ; ସଂଯୁକ୍ତ — ୩. Attached; clinging; intimately connected.
୪. ନିଶ୍ରିତ —୪. Implicated; mixed.

ବହିଲେ କି ସରସ୍ୱତୀ କାଳିନ୍ଦୀ ଜଡ଼ିତ—ଭଞ୍ଜ. ବୈଦେହୀଶବିଳାସ

୫. ଲିପ୍ତ —୫. Besmeared.