Jump to content

ଜଡ଼ୀକୃତ

ଉଇକିଅଭିଧାନ‌ରୁ

ଜଡ଼ୀକୃତ

ଉଚ୍ଚାରଣ

[ସମ୍ପାଦନା]

(ଜଡ଼ୀକରଣ—ବି)

ସଂସ୍କୃତ - ବିଶେଷଣ - (ଜଡ଼+ଅଭୁତ ତାଦ୍ଭାବେ ଚ୍ୱି (ଈ)+କୃତ; ଯେଉଁ ଅଜଡ଼ ବସ୍ତୁ ବା ବ୍ୟକ୍ତିକୁ ଜଡ଼ କରାଯାଇ ଅଛି)

[ସମ୍ପାଦନା]
୧. ନିସ୍ପନ୍ଦୀକୃତ; ନିଶ୍ଚେଷ୍ଟୀକୃତ — ୧. Rendered unsensible; benumbed; stupefied.
୨. ଯାହାକୁ ଘନ କରାଯାଇଅଛି — ୨. Condensed; solidified.
୩. ଏକତ୍ରୀକୃତ; ପୁଞ୍ଜୀକୃତ —୩. Heaped up; gathered together into a compact mass.