Jump to content

ଜଡ଼ ମାରିବା

ଉଇକିଅଭିଧାନ‌ରୁ

ଜଡ଼ ମାରିବା

ଉଚ୍ଚାରଣ

[ସମ୍ପାଦନା]

(ଜଡ଼ରୁମାରିବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

କୌଣସି ବିଷୟର ମୂଳୋତ୍ପାଟନ କରିବା; ସମୂଳେ ବିନାଶ କରିବା —To uproot a thing; to strike at the root of a thing; to eradicate a thing.



ଜଡ଼ ମାରିବା

(ଜଡ଼ରୁ ମାରିବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]

ମୁଳରୁ ମାରିବା; କୌଣସି ଗଛକୁ ରୋଗକୁ ବା ବସ୍ତୁକୁ ନିର୍ମଳ କରିବା