Jump to content

ଜଣକେତେ

ଉଇକିଅଭିଧାନ‌ରୁ

ଜଣକେତେ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - (ସର୍ବନାମ)

[ସମ୍ପାଦନା]
୧. କେତେକ (ବ୍ୟକ୍ତି) — ୧. Some (persons)

ଜଣ କେତେ ସହୃଦୟ, ସମର୍ଥ, ସହୀୟ ସତ୍ୟ କାମ ସଖା ମଧୁସୂଦନ—ବସନ୍ତଗାଥା

୨. ଅଳ୍ପସଂଖ୍ୟକ ବ୍ୟକ୍ତି —୨. A few persons.

(ଯଥା—ମୁଁ ବେଶୀ କିଛି ବନ୍ଦୋବସ୍ତ କରି ନାହିଁ; ଯାହା କରିଛି ତହିଁରେ ଜଣକେତେକଙ୍କ ବ୍ୟବସ୍ଥା ଚଳି ପାରେ)