ଜଣଜଣ
ଦେଖଣା
ଜଣଜଣ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - (ସର୍ବନାମ)
[ସମ୍ପାଦନା]- ୧. ପ୍ରତ୍ୟକ ବ୍ୟକ୍ତି — ୧. Every person; every individaul each.
(ଯଥା—୫ ଜଣକୁ ୧ ଟଙ୍କା ଦିଆଗଲେ ଜଣଜଣକୁ କେତେ ଦିଆଯିବ?)
- ୨. ଜଣକ ପରେ ଜଣେ —୨. One after another.
(ଯଥା—ପରୀକ୍ଷାର ଫଳ ଅନୁସାରେ ଜଣ ଜଣ ହୋଇ କ୍ଳାସ ଉଠିଲେ)
- ୩. ପ୍ରତ୍ୟେକ ବ୍ୟକ୍ତି ପୃଥକ୍ଭାବରେ —୩. Individually.
(ଯଥା—ଜଣ ଜଣ ହୋଇ ଚାରିଆଡ଼ୁ ବହୁ ଲୋକେ ଆସି ଜମା ହୋଇଗଲେ)
- ୪. ଥରକେ ଜଣେ —୪. One at a time.
(ଯଥା—ଦେଖ, ଜଣ ଜଣ ହୋଇ ତା ସଙ୍ଗେ ଲଢ଼ାଇ କର ଏକାବେଳକେ ଜଣକୁ ୫ ଜଣ ଆକ୍ରମଣ କଲେ କିପରି ଚଳିବ?)