ଜଣଜଣକେ
ଦେଖଣା
ଜଣଜଣକେ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଜଣଜଣକେ
|
ଦେଶଜ - ସର୍ବନାମ
[ସମ୍ପାଦନା]- ୧. ପ୍ରତ୍ୟେକେ — ୧. Each (himself or herself.)
(ଯଥା—ସେ ଜଣଜଣକେ ଗୋଟିଏ ଗୋଟିଏ ରଜା, ତାଙ୍କୁ କଣ ଇମିତ ସିମିତ ବିଚାରୁଛି କି?
- ୨. ଜଣ ଜଣ (ଦେଖ) - ୨. Jaṇajaṇa (See)
(ଜଣ ଜଣ କରି—ଅନ୍ୟରୂପ)
ଦେଶଜ - ଅ
[ସମ୍ପାଦନା]- ୧. ଜଣ ଜଣ କରି; ଥରକେ ଜଣେ ହୋଇ — ୧. One person at a time.
(ଯଥା—ସେ ଜଣଜଣକେ ମହା ଧୂମ୍ ଲଗାଇଲେ—ବୁଝେଇ ବୁଝେଇ ଥକିଗଲି—କେତେ କାହାକୁ ବୁଝାଇବି?)
- ୨. ଜଣାପିଛା; ପ୍ରତ୍ୟେକ ବ୍ୟକ୍ତିଙ୍କୁ — ୨. For each; to each.
(ଯଥା—ଜଣଜଣକେ ଅଧ ସେର ଲେଖାଁଏ ଚାଉଳ ଦେଇଛି ଅଣ୍ଟିବ ନାହିଁ ?)
- ୩. ଅନ୍ୟୋନ୍ୟରେ —୩. Mutually.
(ଯଥା—ଜଣଜଣକେ ପେଲାପେଲି ହୋଇ ଏବେ ସମସ୍ତେ ନଈରେ ପଡ଼ି ବୁଡ଼ିଲେଣି—ମୁଁ ବା କାହାକୁ ସମ୍ଭାଳିବି ?)