ଜଣା
ଦେଖଣା
ଜଣା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦ.ବିଶେଷଣ - (ସଂସ୍କୃତ. ଜ୍ଞା ଧାତୁ=ପ୍ରାକୃତ ଜାଣ ଧାତୁ)
[ସମ୍ପାଦନା]- ୧. ବିଦିତ; ଜ୍ଞାତ —୧. Known.
ବାଜୁ ବାଜଣା ଜଣା ସୁଗ୍ରୀବେ ରଣାଙ୍ଗଣାସ୍ଥିତ ହୋଇ ଅଗଣା ଉପେନ୍ଦ୍ର ଭଞ୍ଜ ବୈଦେହୀଶବିଳସ
- ୨. ସୁବିଦିତ —୨. Well known.
- ୩. ପରିଚିତ —୩. Acquainted with.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଜ୍ଞାନ —୧. Knowledge.
- ୨. ଇନ୍ଦ୍ରୟଦ୍ୱାରା ବୋଧ —୨. Perception.
- ୩. ପରିଚୟ —୩. Acquaintance.
- ୪. ବିଜ୍ଞାପନ; ଏତଲା —୪. Information.