ଜଣାଜଣି
ଦେଖଣା
ଜଣାଜଣି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଜଣାଜଣି
|
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ସାଧାରଣରେ ଜ୍ଞାତ — ୧. Known commonly.
- ୨. ପରସ୍ପର ଚିହ୍ନାଚିହ୍ନି — ୨. Mutually recognising.
ଏହି କାଳରେ ବାବୁ ପୁଅ ସଖା ମିତ୍ର ଜଣାଜଣି ନୋହି କମ୍ପାଇ କ୍ରୋଧେ ଗାତ୍ର—କୃଷ୍ଣସିଂହ. ମହାଭାରତ ଭୀଷ୍ମ
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ପରସ୍ପର ଚିହ୍ନାଚିହ୍ନି ହେବା — ୧. Mutual recognition.
- ୨. ରାଜାଆଦିଙ୍କୁ କୌଣସି ବିଷୟର ଜ୍ଞାପନ — ୨. Information given to an authority.