Jump to content

ଜଣାବନ୍ତି

ଉଇକିଅଭିଧାନ‌ରୁ

ଜଣାବନ୍ତି

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - କ୍ରି. (ପ୍ରାଚୀନ)

[ସମ୍ପାଦନା]

[ଜଣାଇବା କ୍ରିୟାର ବର୍ତ୍ତମାନକାଳ ତୃତୀୟାପୁରୁଷ ବହୁବଚନ (ସେମାନେ) କର୍ତ୍ତା ସଙ୍ଗେ ଅନ୍ୱିତ)]—(ବିକଳ୍ପରୂପ)—(ସେମାନେ) ଜଣାନ୍ତି; ଜ୍ଞାପନ କରନ୍ତି —(they) Intimate.

କର ଯୋଡ଼ି ଜଣାବନ୍ତି ରାମଚନ୍ଦ୍ର ଦାସ ପ୍ରାଚୀ. ଶ୍ରୀ ଗୁରୁଭକ୍ତି ଗୀତା