Jump to content

ଜଣାଶୁଣା

ଉଇକିଅଭିଧାନ‌ରୁ

ଜଣାଶୁଣା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂ ଜ୍ଞା ଧାତୁ ଓ ଶ୍ରୁ ଧାତୁ)

[ସମ୍ପାଦନା]
୧. ଘନିଷ୍ଠତା — ୧. Intimacy.
୨. ଘନିଷ୍ଠ ପରିଚୟ — ୨. Intimate acquaintance.

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ସୁପରିଚିତ —୧. Well acquainted.
୨. ସୁପରିଜ୍ଞାତ; ପ୍ରସିଦ୍ଧ —୨. Well known; famous.

ଦୁନିଆ ହାଟରେ ପଶି ହେଲି ମୁଁ ବଣା ଜଣାଶୁଣା ବାଟଘାଟ ସବୁ ଅଜଣା ଭିକାରୀ. ଗୀତଲହରୀ