ଜଣିଆଁ
ଦେଖଣା
ଜଣିଆଁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଜଣିଆଁ
|
ଦେଶଜ - ବିଶେଷଣ - (ସଂସ୍କୃତ - ଜନ) (ଅନ୍ୟ ସଂଖ୍ୟାବାଚକ ଶବ୍ଦ ପରେ ଯୁକ୍ତ ଯଥା—ତିନିଜଣିଆଁ ମଶାରୀ; ଦି ଜଣିଆଁ ଖଟ)
[ସମ୍ପାଦନା]ପୂର୍ବନିର୍ଦ୍ଦିଷ୍ଟସଂଖ୍ୟକ ବ୍ୟକ୍ତିଙ୍କ ବ୍ୟବହାରୋପଯୋଗୀ ବା ତାଙ୍କ ପାଇଁ ଅଭିପ୍ରେତ —(in compound) Intended or sufficient for so many persons.